Afghan news
ବିଶ୍ବ 

ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ତାଲିବାନ ପ୍ରବକ୍ତା

ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ତାଲିବାନ ପ୍ରବକ୍ତା ଆଫଗାନିସ୍ତାନ: ନଭମ୍ବେର ୧୨: ଭାରତ ଏକ ଭଲ ଦେଶ ଭାବେ ଅଭିହିତ କରିଛନ୍ତି ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ପ୍ରବକ୍ତା ଜବୀଓଲ୍ଲାହା ମୁଜାହିଦ । ଏହାସହ ଭାରତ ସରକାରଙ୍କ ସହ ସୁସଂପର୍କ ରଖିବାକୁ ସେ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି । ନିକଟରେ ଅନୁଷ୍ଠିତ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଉଦ୍ଦେଶ୍ୟକୁ ନଜରେ ରଖି ଜବୀଓଲ୍ଲାହା ମୁଜାହିଦ ଏହିପରି କହିଛନ୍ତି । ବୁଧବାର ଦିନ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା […]
Read More...
ବିଶ୍ବ 

ମୁଲ୍ଲା ବରାଦର ତାଲିବାନ ସରକାରର ନେତୃତ୍ୱ ନେବେ

ମୁଲ୍ଲା ବରାଦର ତାଲିବାନ ସରକାରର ନେତୃତ୍ୱ ନେବେ କାବୁଲ: ସେପ୍‌ଟେମ୍ବର ୩: ତାଲିବାନ ଆତଙ୍କି ଗୋଷ୍ଠୀର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ମୁଲ୍ଲା ବରାଦର ଆଫଗାନିସ୍ତାନରେ ନୂଆ ସରକାରର ନେତୃତ୍ୱ ନେବେ । ତାଲିବାନର ବିଭିନ୍ନ ଗୋଷ୍ଠୀ ସୂତ୍ରରୁ ଏହି ସୂଚନା ମିଳିଛି । ତାଲିବାନର ପ୍ରତିଷ୍ଠାତା ସ୍‌୍ୱର୍ଗତ ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଆବାସ ସ୍ତାନେକଜାଇ ସରକାରରେ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ତାଲିବାନର ଅନ୍ୟତମ ସହ ପ୍ରତିଷ୍ଠାତା […]
Read More...
Feature 

ପଶୁଙ୍କ ପାଇଁ ଜୀବନ ବାଜି

ପଶୁଙ୍କ ପାଇଁ ଜୀବନ ବାଜି ଦିଲ୍ଲୀ: ଅଗଷ୍ଟ ୨୬: ଆଜିକାଲି ସମସ୍ତେ ଚାହୁଁଛନ୍ତି କିଭଳି ଆଫଗାନ୍‌ ଛାଡିବେ । ସମସ୍ତ ଦେଶର ସରକାର ମଧ୍ୟ ଏଥିପ୍ରତି ସଚେତନ ହୋଇ ନିଜନିଜର ଦେଶବାସୀଙ୍କୁ ଫେରାଇ ଆଣିବାରେ ଲାଗିଛନ୍ତି । ହେଲେ ସେଠାରେ ଏଭଳି ଜଣେ ମଣିଷ ଅଛନ୍ତି ଯିଏ ଆଫଗାନରୁ ଫେରିବାକୁ ଚାହୁନାହାନ୍ତି । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଏଭଳି କିଏ ଯିଏ ବର୍ତ୍ତମାନର ପରିସ୍ଥିତିରେ ଆଫଗାନ ଛାଡିବାକୁ ଚାହୁନି । ୟୁକେର ପୂର୍ବତନ ରୟାଲ ମରାଇନ୍‌ରେ କାର୍ଯ୍ୟରତ ପୌଲ ଆଫଗାନିସ୍ତାନ ଛାଡିବାକୁ […]
Read More...

Advertisement