actress kiara advani
ମନୋରଞ୍ଜନ 

ଅଭିନେତ୍ରୀ କିଆରାଙ୍କୁ ‘ସ୍ମିତା ପାଟିଲ ମେମୋରିଅଲ ଗ୍ଲୋବ ଆୱାର୍ଡ’

ଅଭିନେତ୍ରୀ କିଆରାଙ୍କୁ ‘ସ୍ମିତା ପାଟିଲ ମେମୋରିଅଲ ଗ୍ଲୋବ ଆୱାର୍ଡ’ ମୁମ୍ବାଇ: ସେପ୍‌ଟେମ୍ବର ୧୮: ବଲିଉଡ୍‌ର ସୁନ୍ଦରୀ ନାୟିକା କିଆରା ଆଡଭାନୀ । ଆଜିକାଲି ବି-ଟାଉନରେ କେବଳ ତାଙ୍କର ହିଁ ଚର୍ଚ୍ଚା । କାରଣ ହେଉଛି ନିକଟରେ ରିଲିଜ୍‌ ହୋଇଥିîବା ତାଙ୍କର ଫିଲ୍ମ ‘ଶେରଶାହ’ । ଫିଲ୍ମର ସଫଳତା ଏବଂ କିଆରାଙ୍କ ଅଭିନୟକୁ ସିନେ ସମୀକ୍ଷକ ମଧ୍ୟ ପ୍ରଶଂସା କରିବାକୁ ଭୁଲିନାହାନ୍ତି । ଅଭିନେତା ସିଦ୍ଧାର୍ଥ ମଲୋହତ୍ରାଙ୍କ ସହ ତାଙ୍କର କେମେଷ୍ଟ୍ରୀକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେବା […]
Read More...

Advertisement