Actor Salman Khan
ଦେଶ- ବିଦେଶ 

ସଲମାନଙ୍କୁ ହତ୍ୟା ଧମକ ଘଟଣାର ତଦନ୍ତ ଲାଗି କ୍ରାଇମ୍‌ ବ୍ରାଞ୍ଚ ପୋଲିସ ଗଲା ଚଣ୍ଡିଗଡ଼

ସଲମାନଙ୍କୁ ହତ୍ୟା ଧମକ ଘଟଣାର ତଦନ୍ତ ଲାଗି କ୍ରାଇମ୍‌ ବ୍ରାଞ୍ଚ ପୋଲିସ ଗଲା ଚଣ୍ଡିଗଡ଼ ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିିଷ୍ଣୋଇ ମାମଲାର ତଦନ୍ତ ଏବେ ବାନ୍ଦ୍ରା ପୁଲିସଠାରୁ ନିଆଯାଇ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ସେପଟେ ଅଧିକ ତଦନ୍ତ ଲାଗି ମୁମ୍ବାଇ ପୁଲିସର ଏକ ଟିମ୍‌ ଚଣ୍ଡିଗଡ଼ ଯାଇଛନ୍ତି । ଅନ୍ୟପକ୍ଷରେ ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁମ୍ବାଇ ପୁଲିସର କର୍ମଚାରୀମାନେ ବିଲïିଂର କମ୍ପାଉଣ୍ଡରେ ଅବସ୍ଥାପିତ ହୋଇଥିବାବେଳେ ଘରୋଇ ସୁରକ୍ଷା […]
Read More...
ମନୋରଞ୍ଜନ 

ଅଭିନେତା ସଲ୍‌ମାନଙ୍କୁ ମିଳିଲା ବନ୍ଧୁକ ରଖିବା ଲାଇସେନ୍‌ସ

ଅଭିନେତା ସଲ୍‌ମାନଙ୍କୁ ମିଳିଲା ବନ୍ଧୁକ ରଖିବା ଲାଇସେନ୍‌ସ ମୁମ୍ବାଇ: ଗାୟକ ସିଦ୍ଧୁ ମୁଷେୱାଲାଙ୍କୁ ଗୁଳି ହତ୍ୟା କରିଥିବା ଅଭିଯୁକ୍ତ ଲରେନ୍‌ସ ବିଷ୍ଣୋଇଙ୍କଠାରୁ ନିକଟ ଅତୀତରେ ହତ୍ୟା ଧମକ ପତ୍ର ପାଇବା ପରେ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲଇସେନ୍‌ ପାଇଁ ଆବେଦନ କରିଥିଲେ ଅଭିନେତା ସଲ୍‌ମାନ ଖାନ୍‌ । ଆଜି ତାଙ୍କୁ ଏହାର ଲାଇସେନ୍‌ସ ମିଳିଛି । ତାଙ୍କୁ ‘ଆର୍ମସ୍‌ ଲାଇସେନ୍‌ସ’ ବା ବନ୍ଧୁକ ରଖିବା ଲାଇସେନ୍‌ସ ମିଳିଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି । ତେବେ ସେ କେଉଁ ପ୍ରକାରର ଅସ୍ତ୍ର ରଖିବେ, ତାହା […]
Read More...

Advertisement