Activist Sharjeel Imam Acquitted In 2019 Jamia Case
ଦେଶ- ବିଦେଶ  ଅପରାଧ 

୨୦୧୯ ରେ ଜାମିଆ ମାମଲାରେ ଦୋଷ ମୁକ୍ତ ହେଲେ ଶର୍ଜିଲ ଇମାମ

୨୦୧୯  ରେ ଜାମିଆ ମାମଲାରେ ଦୋଷ ମୁକ୍ତ ହେଲେ ଶର୍ଜିଲ ଇମାମ ନୂଆଦିଲ୍ଲୀ : ୨୦୧୯ ଜାମିଆ ହିଂସା ମାମଲାରେ ଛାତ୍ର ନେତା ଶାର୍ଜିଲ ଇମାମ ଏବଂ ଆସିଫ ଇକବାଲ ତନ୍ନା ହେଲେ ଦୋଷ ମୁକ୍ତ I ସାକେତ ଅତିରିକ୍ତ ସେସନ୍ସ କୋର୍ଟ ଜଜ୍‌ ଅରୁଲ ବର୍ମା ଉଭୟଙ୍କୁ ଜାମିଆ ହିଂସା ଘଟଣାରେ ଦୋଷମୁକ୍ତ କରିଛନ୍ତି। ଉଭୟ ହିଂସାରେ ସାମିଲ ଥିବା କୌଣସି ପ୍ରକାରର ପ୍ରମାଣ ପୁଲିସ୍‌ ଉପସ୍ଥାପନ କରିପାରି ନାହିଁ। ତେଣୁ କୋର୍ଟ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଖବର ଏପର୍ଯ୍ୟନ୍ତ ଆସିନାହିଁ I […]
Read More...

Advertisement