ace for next UK PM
ବିଶ୍ବ 

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ନିର୍ବାଚନ : ଲିଜ୍‌ ଟ୍ରସଙ୍କୁ ଅଧିକ ସମର୍ଥନ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ନିର୍ବାଚନ : ଲିଜ୍‌ ଟ୍ରସଙ୍କୁ ଅଧିକ ସମର୍ଥନ ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଉଭୟ ପ୍ରାର୍ଥୀ ଦେଶ ବିଭିନ୍ନ ଅଞ୍ଚଳ ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଛନ୍ତି । କଞ୍ଜରଭେଟିଭ ଦଳର ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିବାରେ ସେମାନେ ଏବେ ବ୍ୟସ୍ତ ଅଛନ୍ତି । ରୁଷି ସୁନକ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ହୁଅ;ୁ ବୋଲି ଭାରତୀୟମାନେ ସ୍ୱପ୍ନ […]
Read More...

Advertisement