accident on trikut
ଦେଶ- ବିଦେଶ 

ତ୍ରିକୁଟ ପାହାଡ଼ ଶିଖରରେ ବଡ଼ ଦୁର୍ଘଟଣା

ତ୍ରିକୁଟ ପାହାଡ଼ ଶିଖରରେ ବଡ଼ ଦୁର୍ଘଟଣା ଝାଡ଼ଖଣ୍ଡ: ଅପ୍ରେଲ ୧୧: ଝାଡଖଣ୍ଡ ତ୍ରିକୁଟ ପାହାଡ଼ ଶିଖରରେ ବଡ଼ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ରୋପୱେର ଅନେକ ଟ୍ରଲି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଫଶି ରହିଛନ୍ତି । ପର୍ବତ ଶିଖରରେ ଅଟକି ରହିଥିବା ଲୋକଙ୍କୁ ପ୍ରଶାସନ ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ଏବଂ ଜଳ ପଠାଉଛି ।ଉଦ୍ଧାର ପାଇଁ ବର୍ତ୍ତମାନ ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟରକୁ କାର୍ଯ୍ୟରେ ନିୟୋଜିତ କରିଛି। ପରସ୍ଥିତିକୁ ଦେଖି […]
Read More...

Advertisement