abdur rehman convicted
ଓଡ଼ିଶା  ଅପରାଧ 

ଅବଦୂର ରହମାନ ଦୋଷୀ ସାବ୍ୟସ୍ତ

ଅବଦୂର ରହମାନ ଦୋଷୀ ସାବ୍ୟସ୍ତ କଟକ : ଅଲ୍‌ କାଏଦା ଆତଙ୍କବାଦୀ ସ˚ଗଠନ ସହିତ ଲିଙ୍କ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନ ଦୋଷୀ ସାବ୍ୟସ୍ତ ହୋଇଛି I ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତା ବିରୋଧରେ ଆଜି ଦଣ୍ଡ ଘୋଷଣା କରିଛନ୍ତି I ସେହି ଅନୁସାରେ ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା କରାଯାଇଛି I ଅବଦୁର ସହିତ ସମାନ ଭାବରେ ଆଉ ୩ ଜଣଙ୍କୁ […]
Read More...

Advertisement