a women lost her hand
ଜିଲ୍ଲା 

ଅସ୍ତ୍ରୋପଚାର ବେଳେ ତ୍ରୁଟି, ହାତ ହରାଇବେ ମହିଳା

ଅସ୍ତ୍ରୋପଚାର ବେଳେ ତ୍ରୁଟି, ହାତ ହରାଇବେ ମହିଳା ଟିଟିଲାଗଡ଼ : ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଏକ ତ୍ରୁଟି ସାମ୍ନାକୁ ଆସିଛି । ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କୁ ଏକ ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇଛି । ଏଥିପାଇଁ ସମ୍ପୃକ୍ତ ମହିଳାଙ୍କୁ ହାତ ହରାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଏହା ଜାଣିବାପରେ ମହିଳାଙ୍କ ପରିବାର ଲୋକେ ଅସ୍ତ୍ରୋପଚାର ଦାୟିତ୍ୱରେ ଥିବା ଡାକ୍ତର, ଫାର୍ମାସିଷ୍ଟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି । […]
Read More...

Advertisement