A special squad destroyed a large amount of country liquor by raiding Saliasahi
ଓଡ଼ିଶା  ଅପରାଧ 

ସାଲିଆସାହିରେ ଚଢ଼ାଉକରି ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କଲେ ସ୍ୱତନ୍ତ୍ର ସ୍କ୍ୱାଡ୍

ସାଲିଆସାହିରେ ଚଢ଼ାଉକରି ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କଲେ ସ୍ୱତନ୍ତ୍ର ସ୍କ୍ୱାଡ୍ ଭୁବନେଶ୍ୱର :ପାର୍ବଣକୁ ଆଖିରେ ରଖି ଆକ୍ସନ ମୁଡ଼ରେ ରହିଛି କମିଶନରେଟ ପୋଲିସ I ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାଧୀଙ୍କୁ ଧରିବାସହ ତାଙ୍କ ଘର ମଧ୍ୟ ଭଙ୍ଗା ହେଉଛି I ସେହିଭଳି ଆଜି ଭୁବନେଶ୍ବର ସାଲିଆସାହିରେ କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି I ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିଲା I ଏହି ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀମଦ ପୋଚ […]
Read More...

Advertisement