a couple covered india by bare foot
ଦେଶ- ବିଦେଶ 

ଭାରତୀୟ ଦମ୍ପତିଙ୍କର ପାଦଚଲା ଭାରତ ମିଶନ୍‌

ଭାରତୀୟ ଦମ୍ପତିଙ୍କର ପାଦଚଲା ଭାରତ ମିଶନ୍‌ ଆନ୍ଧ୍ରପ୍ରେଦେଶ: ଜୁଲାଇ ୦୯: ଇତିହାସ ରଚିଲେି ଭାରତୀୟ ଦମ୍ପତି । ୫୩ ବର୍ଷୀୟ ବେନି କୋଟାରା ଏବଂ ତାଙ୍କ ପତ୍ନୀ ୪୬ ବର୍ଷୀୟା ମୌଲୀ ବେନି କୋଟାୟାମର ପାଲିକାଥୋଡରୁ ପାଦରେ ଭାରତ ଭ୍ରମଣ ସାରି ଫେରିଛନ୍ତି । ୨୦୨୧ ମସିହା ଡିସେମ୍ବର ୦୧ରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ତାଙ୍କର ୨୧୬ ଦିନ ପାଦଚଲା ଅଭିଯାନ ୨୦୨୨ ଜୁଲାଇ ୩ରେ ଶେଷ ହୋଇଥିଲା । ବେନି କୁହନ୍ତି ଯେ ଚାଲିବା ପାଇଁ ପ୍ରୋତ୍ସାହନ ଦେବା ଏବଂ ନିଃସନ୍ତାନ ଦମ୍ପତିଙ୍କୁ […]
Read More...

Advertisement