A case of child molestation by promising marriage
ଜିଲ୍ଲା 

ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ପ୍ରତାରଣା ମାମଲା: ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ

ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ପ୍ରତାରଣା ମାମଲା: ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ ବୌଦ୍ଧ:­ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ୍‌ ଆନନ୍ଦ ନାରାୟଣ ମହାରଣା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ କଣ୍ଟାମାଳ ଥାନା ଗୁଣ୍ଡୁଚିତରା ଗ୍ରାମର ରୁକେଶ ଦୀପ । ମାମଲାରୁ ପ୍ରକାଶ କଣ୍ଟମାଳ ଥାନାର ଗୁଣ୍ଡୁଚିତରା ଗା୍ରମରେ ଜଣେ ନାବାଳିକା ସହ ପ୍ରେମ ନିବେଦନ କରି ବିଭିନ୍ନ ପ୍ରଲୋଭନ ଦେଖାଇ ଉକ୍ତ […]
Read More...

Advertisement