905 posts for Odisha Police
ଜିଲ୍ଲା  ଓଡ଼ିଶା 

ଓଡିଶା ପୋଲିସ ପାଇଁ ୯୦୫ ଟି ନୂଆ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ପୋଲିସ ପାଇଁ ୯୦୫ ଟି ନୂଆ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର : ଅଗଷ୍ଟ ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୋଲିସରେ ୯୦୫ ଟି ନୂଆ ପଦବୀକୁ ଅନୁମୋଦନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନାଗରିକ କେନ୍ଦ୍ରିକ ସେବାର ଦକ୍ଷତାରେ ବିକାଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦବୀ ଗୁଡିକୁ ଅନୁମୋଦନ କରିଛନ୍ତି। ଓଡିଶା ପୋଲିସ ର ଦୃଢ ପଦକ୍ଷେପ ଯୋଗୁଁ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ମାଓବାଦୀ ଉପଦ୍ରବ କମିଛି । ରାଜ୍ୟରେ ଥିବା ୬ ଟି […]
Read More...

Advertisement