80 crore people will get free ration on Diwali
ଦେଶ- ବିଦେଶ 

ଦିୱାଲୀରେ ୮୦ କୋଟି ଲୋକ ପାଇବେ ମାଗଣା ରାସନ

ଦିୱାଲୀରେ ୮୦ କୋଟି ଲୋକ ପାଇବେ ମାଗଣା ରାସନ ନୂଆଦିଲ୍ଲୀ : ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର I ଦିୱାଲୀ ପୂର୍ବରୁ ୮୦ କୋଟି ରାସନ କାର୍ଡ ଧାରୀଙ୍କୁ କେନ୍ଦ୍ରସରକାରଙ୍କ ତରଫରୁ ମିଳିବ ମାଗଣା ରାସନ I ସରକାର ଗରିବ କଲ୍ୟାଣ ଖାଦ୍ୟ ଯୋଜନାର ଅବଧି ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି I ବୁଧବାର ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି I ଖାଦ୍ୟ ମନ୍ତ୍ରଣାଳୟ ମାଗଣା ଖାଦ୍ୟ ଶସ୍ୟ ଯୋଜନା ପାଇଁ ତିନି ମାସର ଅବଧି ପ୍ରସ୍ତାବ […]
Read More...

Advertisement