7th pay commission will cont for government employee
ଦେଶ- ବିଦେଶ 

ବଢିବ ସରକାରୀ ଚାକିରିଆଙ୍କ ଦରମା, ସପ୍ତମ ପେ କମିଶନ ହେବ ଲାଗୁ

ବଢିବ ସରକାରୀ ଚାକିରିଆଙ୍କ ଦରମା, ସପ୍ତମ ପେ କମିଶନ ହେବ ଲାଗୁ ନୂଆଦିଲ୍ଲୀ: ଜୁଲାଇ ୦୯: ଖୁବ୍‌ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର ।ଚଳିତ ମାସ ଶେଷ ଆଡ଼କୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ, ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗାମାଡ଼କୁ ଦୃଷ୍ଟିରେ ରଖି ସରକାର ଖୁବ୍‌ଶୀଘ୍ର ବେତନ ବୃଦ୍ଧି କରିବେ ବୋଲି କର୍ମଚାରୀମାନେ ଆଶା ରଖିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୪% ହାରରେ ଡିଏ ମିଳୁଛି । ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାରୀ […]
Read More...

Advertisement