72 dead including 5 Indians
ବିଶ୍ବ 

ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା,୫ ଭାରତୀୟଙ୍କ ସମେତ ୭୨ମୃତ

ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା,୫ ଭାରତୀୟଙ୍କ ସମେତ ୭୨ମୃତ ନେପାଳ : ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣଯାତ୍ରୀଙ୍କର ମୃତ୍ୟୁ । ଏନେଇ ସୋମବାର ନେପାଳ ସେନା ସ୍ପଷ୍ଟ କରିଛି I ସେନା ସୂଚନା ଦେଇ କହିଛି ଯେ ରବିବାର ଦିନ କେନ୍ଦ୍ରୀୟ ରିସୋର୍ଟ ସହର ପୋଖରାରେ ଘଟିଥିବା ବିମାନ ଦୁର୍ଘଟଣାସ୍ଥଳରୁ ସେମାନେ କାହାକୁ ଜୀବନ୍ତ ଉଦ୍ଧାର କରି ନାହାଁନ୍ତି। ନେପାଳ ସେନାର ମୁଖପାତ୍ର କୃଷ୍ଣ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ ଆମେ ଦୁର୍ଘଟଣାସ୍ଥଳରୁ ଜୀବନ୍ତ କାହାକୁ ଉଦ୍ଧାର କରିନାହୁଁ। ନେପାଳର […]
Read More...

Advertisement