7 piligrim dead and 5 serious
ଦେଶ- ବିଦେଶ  ଅପରାଧ 

ତୀର୍ଥଯାତ୍ରୀ ଦଳ ଉପରେ କାର ମାଡିଯାଇ ୭ ମୃତ ,୫ ଗୁରୁତର

ତୀର୍ଥଯାତ୍ରୀ ଦଳ ଉପରେ କାର ମାଡିଯାଇ ୭ ମୃତ ,୫ ଗୁରୁତର ମୁମ୍ବାଇ : ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ସୋଲାପୁରରେ ଘଟିଯାଇଛି ଏକ ମର୍ମନ୍ତୁଦ କାର ଦୁର୍ଘଟଣା I ଦ୍ରୁତ ଗତିରେ ଆସୁଥିବା ଏକ କାର ତୀର୍ଥଯାତ୍ରୀ ଦଳଙ୍କ ଉପରେ ମାଡିଯାଇଥିଲା I ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି I ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି I ମୁମ୍ବାଇଠାରୁ ପ୍ରାୟ ୩୯୦ କିଲୋମିଟର ଦୂରରେ ଥିବା ସାଙ୍ଗୋଲା ସହର ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ୬ […]
Read More...

Advertisement