7 DIED
ଦେଶ- ବିଦେଶ 

ହିମାଚଳ ପ୍ରଦେଶ : ଖାଇକୁ ଟୁରିଷ୍ଟ ବସ ଓଲଟି ୭ ମୃତ,୧୦ ଆହତ

ହିମାଚଳ ପ୍ରଦେଶ : ଖାଇକୁ ଟୁରିଷ୍ଟ ବସ ଓଲଟି ୭ ମୃତ,୧୦ ଆହତ ହିମାଚଳପ୍ରଦେଶ :କୁଲୁରେ ଘଟିଯାଇଛି ଏକ ଭୟଙ୍କର ଟୁରିଷ୍ଟ ବସ ଦୁର୍ଘଟଣା I ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍ ବସ୍ କୁଲୁରେ ଏକ ଘାଟିରେ ଗଳି ପଡି଼ବାଯୋଗୁଁ ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହିତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି I ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି I ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁଲୁ ଏସପି ଗୁରୁଦେବ ସିଂଙ୍କ ଅନୁଯାୟୀ, ଗତକାଲି ରାତି ପ୍ରାୟ […]
Read More...

Advertisement