6 killed as car falls into 600-foot deep gorge
ଦେଶ- ବିଦେଶ 

ନାସିକରେ ୬୦୦ ଫୁଟ୍‌ ଗଭୀର ଖାଇକୁ କାର୍‌ ଖସି ୬ ଜଣଙ୍କ ମୃତ୍ୟୁ 

ନାସିକରେ ୬୦୦ ଫୁଟ୍‌ ଗଭୀର ଖାଇକୁ କାର୍‌ ଖସି ୬ ଜଣଙ୍କ ମୃତ୍ୟୁ  ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରବିବାର ଦିନ ନାସିକର କାଲୱାନ ତାଲୁକାର ସପ୍ତଶୃଙ୍ଗି ଘାଟରେ ଏକ କାର ୬୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାଟି ଅପରାହ୍ନ...
Read More...

Advertisement