5T SECRETARY VISIT
ଓଡ଼ିଶା 

ମା’ ଭଗବତୀ ଓ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କଲେ 5T ସଚିବ,ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ

ମା’ ଭଗବତୀ ଓ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କଲେ 5T ସଚିବ,ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ଭୁବନେଶ୍ୱର : ରାଜ୍ୟରେ ପୁରାତନ ଦେବାଳୟ ମାନଙ୍କରେ ସର୍ବାଙ୍ଗୀନ ଉନ୍ନତି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି I ପ୍ରସିଦ୍ଧ ଦୈବୀପୀଠ ବାଣପୁର ସ୍ଥିତ ମା’ ଭଗବତୀ ଓ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଏହି ଦୈବୀପୀଠ ଗୁଡିକର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେଉଛି ବୋଲି ସେ ମନ୍ଦିରର ପୂଜକ ଓ କର୍ମକର୍ତ୍ତାମାନଙ୍କୁ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ସୋମବାର ପ୍ରାତଃ ସମୟରେ ଖୋର୍ଦ୍ଧା […]
Read More...

Advertisement