5G SERVICE WILL START ON 5TH JANUARY
ବାଣିଜ୍ୟ  ଓଡ଼ିଶା 

ଜାନୁୟାରୀ ୫ ରୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା

ଜାନୁୟାରୀ ୫ ରୁ ଓଡ଼ିଶାରେ ଆରମ୍ଭ ହେବ 5G ସେବା ଭୁବନେଶ୍ୱର : ଆସନ୍ତା କାଲିଠାରୁ ଓଡ଼ିଶାରେ ଆରମ୍ଭ ହେବ ୫ଜଇ ସେବା I ଓଡ଼ିଶା ରେ ଦୁଇ ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ମିଳିଛି ଅନୁମତି । ସେଥିପାଇଁ ଅଟୋମେଟିକ୍ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ସହରରେ ଏହି ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ସହର ସହ ଗ୍ରାମାଞ୍ଚଳ‌ରେ ଏହି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ […]
Read More...

Advertisement