5G service launched in Odisha
ବାଣିଜ୍ୟ  ଓଡ଼ିଶା 

ଓଡ଼ିଶାରେ ଆରମ୍ଭ ହେଲା 5G ସେବା

ଓଡ଼ିଶାରେ ଆରମ୍ଭ ହେଲା 5G ସେବା ଭୁବନେଶ୍ୱର : କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରୁ ଶୁଭାରମ୍ଭ କରିଛନ୍ତି 5G ସେବା I ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ଏହି ସେବା ଆରମ୍ଭ ହୋଇଛି । ଏଣିକି 4G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଏହାସହ ଶ୍ରୀ ବୈଷ୍ଣବ ଗ୍ରାମାଞ୍ଚଳରେ ୧୦୦ଟି ୪- ଜି […]
Read More...

Advertisement