5.6 magnitude earthquake
ବିଶ୍ବ 

ଇଣ୍ଡୋନେସିଆରେ ଭୂକମ୍ପ,୨୦ ମୃତ ୩୦୦ରୁ ଅଧିକ ଆହତ

ଇଣ୍ଡୋନେସିଆରେ ଭୂକମ୍ପ,୨୦ ମୃତ ୩୦୦ରୁ ଅଧିକ ଆହତ ଦିଲ୍ଲୀ: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ବଡ ଧରଣର ଭୂମିକମ୍ପ ହୋଇଛି । ଏଥିରେ ୨୦ ଜଣ ମୃତୁ୍ୟ ହେବା ସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥିରେ ବହୁ କୋଠା ଭୁଶୁଡି ଯାଇଛି । ବହୁ ଲୋକ କୋଠା ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି । ଏଣୁ ମୃତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି । BREAKING: #BNNIndonesia Reports According to local officials, "nearly 20 people were […]
Read More...

Advertisement