20 November
ବିଶ୍ବ 

ଆଜି ହେଉଛି ବିଶ୍ୱ ଶିଶୁ ଦିବସ

ଆଜି ହେଉଛି ବିଶ୍ୱ ଶିଶୁ ଦିବସ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। କିନ୍ତୁ ଆଜିର ବାସ୍ତୁବାଦୀ ଦୁନିଆରେ ଶିଶୁଙ୍କ ପିଲାଦିନ ପାଠପଢ଼ା, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ଆଦି ମଧ୍ୟରେ ସୀମିତ ରଖୁଥିବା ଦେଖିବାକୁ ମିଳୁଛି । ଫଳରେ ଖେଳକୁଦ, ମଜାମସ୍ତି କରିବା ବୟସରେ ସେମାନଙ୍କ ଉପରେ ପଢ଼ା ଓ ଭବିଷ୍ୟତର ବୋଝ ଲଦି ହୋଇପଡ଼ୁଛି । ଏଣୁ ବହୁ ସମୟରେ ଛୋଟ ଛୋଟ ପିଲାମାନେ ମାନସିକ ଚାପ ଗ୍ରସ୍ତ ହୋଇପଡ଼ୁଥିବା ନଜିର ରହିଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଛୋଟ ପିଲାମାନଙ୍କ […]
Read More...

Advertisement