2 girl's missing
ଓଡ଼ିଶା 

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ ଛାତ୍ରୀ ନିଖୋଜ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ ଛାତ୍ରୀ ନିଖୋଜ ଭୁବନେଶ୍ୱର: ମାର୍ଚ୍ଚ ୧୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ କେଉଁଆଡେ ଚାଲିଯାଇଛନ୍ତି । ଛାତ୍ରୀଙ୍କ ନିଖୋଜ ଘଟଣାକୁ ସହିଦନଗର ପୋଲିସ ସ୍ପଷ୍ଟ କରିଛି। ତେବେ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କ ପତ୍ତା ମିଳି ପାରୁନାହିଁ। ୨ ଛାତ୍ରୀ ଯୁକ୍ତ ୩ରେ ପଢୁଥିବାବେଳେ ସେମାନଙ୍କ ନିଖୋଜ ହେବାର କାରଣ ବର୍ତ୍ତମାନସୁଦ୍ଧା ମିଳିପାରିନି। ନିଖୋଜ ୨ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି। ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର […]
Read More...

Advertisement