176.19 cr vaccine doses
ଦେଶ- ବିଦେଶ 

ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୫ ହଜାର ୧୦୨ ଜଣ ସଂକ୍ରମିତ ଏବଂ ୩୧ ହଜାରରୁ ଅଧିକ ସୁସ୍ଥ

ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୫ ହଜାର ୧୦୨ ଜଣ ସଂକ୍ରମିତ ଏବଂ ୩୧ ହଜାରରୁ ଅଧିକ ସୁସ୍ଥ ଦିଲ୍ଲୀ: ଫେବୃଆରୀ ୨୩ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ୧୦୨ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୩୭୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୪୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୧ ଲକ୍ଷ ୮୯ ହଜାର […]
Read More...

Advertisement