146.70 cr vaccine doses
ଦେଶ- ବିଦେଶ 

ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୭, ୩୭୯ ସଂକ୍ରମିତ, ଓମିକ୍ରମନ୍‌ଙ୍କ ସଂଖ୍ୟା ୧, ୮୯୨କୁ ବୃଦ୍ଧି

ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୭, ୩୭୯ ସଂକ୍ରମିତ, ଓମିକ୍ରମନ୍‌ଙ୍କ ସଂଖ୍ୟା ୧, ୮୯୨କୁ ବୃଦ୍ଧି ଦିଲ୍ଲୀ: ଜାନୁଆରୀ ୦୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭, ୩୭୯ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୧, ୦୦୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୧୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୩ ଲକ୍ଷ ୦୬ ହଜାର ୪୧୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୭୧ […]
Read More...

Advertisement