12 injured
ଦେଶ- ବିଦେଶ  ଅପରାଧ 

ବସ୍ ଷ୍ଟାଣ୍ଡରେ ଥିବା ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୬ ମୃତ, ୧୨ ଆହତ

ବସ୍ ଷ୍ଟାଣ୍ଡରେ ଥିବା ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୬ ମୃତ, ୧୨ ଆହତ ରତଲାମ: ରବିବାର ସନ୍ଧ୍ୟାରେ ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସ୍‌ ଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଫଳରେ ୬ ଜଣଙ୍କର ମୃତ୍ୟୁ ହେବ ସହିତ ୧୨ ଜଣ ଆହତ ହୋଇଛନ୍ତି। ଘଟଣା ରତଲାମ-ଲେବାଡ ରାସ୍ତାରେ ରତଲାମଠୁ ୩୫ କିମି ଦୂର ସତ୍ରୁନ୍ଦା ଗାଁରେ ଘଟିଛି। ଏହି ଦୁର୍ଘଟଣା ବିଷୟରେ ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀ କହିଛନ୍ତି ଯେ, ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ […]
Read More...

Advertisement