116th Supreme Court justice
ବିଶ୍ବ 

ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ଜଜ୍‌

ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ଜଜ୍‌ କେଟାନଜୀ ବ୍ରାଉନ ଜ୍ୟାକସନ ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ବିଚାରପତି ହୋଇଛନ୍ତି । ସେ ଗୁରୁବାର ରାତିରେ ଶପଥ ଗ୍ରହଣ କରି ଇତିହାସ ରଚିଛନ୍ତି । ତାଙ୍କ ନାମ ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା । ଆମେରିକାର ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ଷ୍ଟିଫେନ୍‌ ବ୍ରେୟର ଗୁରୁବାର ଅବସର ନେଇଛନ୍ତି । ବିଶେଷ କଥା ହେଉଛି ଜଷ୍ଟିସ୍‌ ବ୍ରେୟରଙ୍କ କର୍ମଚାରୀଙ୍କ ମଧ୍ୟରେ କେଟାନଜୀ ହେଡ୍‌ କ୍ଲର୍କ ଥିଲେ । ବର୍ତ୍ତମାନ ସେ ଜଜ୍‌ ଚେୟାରରେ […]
Read More...

Advertisement