100 year old cycle
Feature 

୧୦୦ ବର୍ଷ ପୁରୁଣା କାଠ ସାଇକେଲ

୧୦୦ ବର୍ଷ ପୁରୁଣା କାଠ ସାଇକେଲ ପଞ୍ଜାବ : ସେପ୍‌ଟେମ୍ବର ୧୬: ବିଭିନ୍ନ ପ୍ରକାରର ସାଇକେଲ ଆପଣମାନେ ଦେଖିଥିବେ । ଯେପରି ଗିୟର ସାଇକେଲ, ରେସର୍‌ ସାଇକେଲ, ଘରୋଇ ସାଇକେଲ । ହେଲେ ୧୦୦ ବର୍ଷ ପୁରୁଣା କାଠର ସାଇକେଲ ଆପଣ କେବେ ବି ଦେଖିନଥିବେ । ରିପୋର୍ଟ ଅନୁଯାୟୀ, ଭାରତ-ପାକିସ୍ତାନ ବିଭାଜନ ପୂର୍ବର ଏହି ସ୍ପେଶାଲ ସାଇକେଲ କାଠ ଏବଂ ଲୁହାରେ ନିର୍ମିତ ହୋଇଛି । ୧୦୦ ବର୍ଷ ପୁରୁଣା ଏହି ନିଆରା ସାଇକେଲ ଯାହା ଦେଖିବାକୁ ମଧ୍ୟ ଅନ୍ୟ ସାଧାରଣ ସାଇକେଲଠାରୁ […]
Read More...

Advertisement