'Mo Bus' service to start in Rourkela
ରାଜନୀତି  ଓଡ଼ିଶା 

ହକି ବିଶ୍ୱକପ୍‌ ୫ ମହାନଗର ନିଗମକୁ ଦାୟିତ୍ୱ ,ରାଉରକେଲାରେ ଆରମ୍ଭ ହେବ ‘ମୋ ବସ’ ସେବା

ହକି ବିଶ୍ୱକପ୍‌ ୫ ମହାନଗର ନିଗମକୁ ଦାୟିତ୍ୱ ,ରାଉରକେଲାରେ ଆରମ୍ଭ ହେବ ‘ମୋ ବସ’ ସେବା ଭୁବନେଶ୍ବର : ଆସନ୍ତାବର୍ଷ ଓଡ଼ିଶାରେ ହେବାକୁ ଯାଉଛି ହକି ମହାକୁମ୍ଭ I ପୁରୁଷ ହକି ବିଶ୍ୱ କପ୍ ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ I ଏହି ଅବସରରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ୍‌ ସମେତ ୫ ମହାନଗର ନିଗମ (ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର)ରେ ହକି ବିଶ୍ବକପ୍‌ ଉତ୍ସବ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି […]
Read More...

Advertisement