'depression' over north Andaman Sea
ଓଡ଼ିଶା  ପାଣିପାଗ 

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ସମ୍ଭାବନା, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ସମ୍ଭାବନା, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି । ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଉପରେ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଘଟିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି […]
Read More...
ଦେଶ- ବିଦେଶ 

ଦକ୍ଷିଣ ଭାରତରେ ପ୍ରବଳ ବର୍ଷା: କେରଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଦକ୍ଷିଣ ଭାରତରେ ପ୍ରବଳ ବର୍ଷା: କେରଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ତାମିଲନଡ଼ୁ: ନଭେମ୍ବର ୧୩ : ଲଗାତାର କିଛି ଦିନ ଧରି ତାମିଲନାଡୁରେ ପ୍ରବଳ ବର୍ଷା ହେଉଛି । ତେବେ ଆଜି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ୧୯ଟି ଜିଲ୍ଲାକୁ ସତର୍କ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- କନ୍ୟାକୁମାରୀ, ଭେଲୋର, ରାଣୀପେଟ, ତିରୁପାଟୁର, ଧର୍ମପୁର, ତିରୁଭନ୍ନମଲାଇ, କାଲାକୁରିଚି, ନମକାଲ, କାରୁର, ଡିଙ୍ଗିଗୁଲ, ସଲେମ, ନୀଳଗିରି, କୋଇମ୍ବାଟୁର, ଥେନୀ, ପେରାମ୍ବାଲୁର, ତିରୁଚିରାପଲି, ମଦୁରାଇ, ଭିରୁଧୁଗର ଏବଂ ଥେନକାସି । ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର […]
Read More...

Advertisement