+2 EXAMS STARTED TO DAY
ଓଡ଼ିଶା 

ଆଜି ଠାରୁ ଆରମ୍ଭ ହେଲା +୨ ପରୀକ୍ଷା

ଆଜି ଠାରୁ ଆରମ୍ଭ ହେଲା +୨ ପରୀକ୍ଷା ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି +୨ ଥିଓରି ପରୀକ୍ଷା। ମାର୍ଚ୍ଚ ପହିଲାରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୨ ରୁ ଆରମ୍ଭ ହେବ +୨ କଳାଓ ବାଣିଜ୍ୟ ପରୀକ୍ଷା Iପରୀକ୍ଷା ପାଇଁ ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ର‌ରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଦିନ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ୧୧ଶହ ୪୫ଟି କେନ୍ଦ୍ରରେ ମୋଟ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି […]
Read More...

Advertisement