ZP Zone 11 in Nimapada
ଓଡ଼ିଶା 

ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୁରୀ ଜିଲ୍ଲା ପରିଷଦଙ୍କ ମୃତଦେହ ,ଶ୍ୱଶୁର ଆଣିଲେ ଅଭିଯୋଗ

ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୁରୀ ଜିଲ୍ଲା ପରିଷଦଙ୍କ ମୃତଦେହ ,ଶ୍ୱଶୁର ଆଣିଲେ ଅଭିଯୋଗ ଭୁବନେଶ୍ୱର: ଆଜି ସକାଳେ ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ଼ ବାସଭବନରୁ ମିଳିଛି । ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି । ମୃତୁ୍ୟର ଚାରି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି । ପୋଷ୍ଟରେ ଲେଖାଯାଇଛି ଯେ, ମୋ ଫୋନ ଦୁଇଟାରେ ସବୁ […]
Read More...

Advertisement