yummy egg recipe
ଜୀବନଚର୍ଯ୍ୟା 

ଇରାନି ଅମଲେଟ୍‌

ଇରାନି ଅମଲେଟ୍‌ ସାମଗ୍ରୀ – ୨ ଅଣ୍ଡା, ୨ଟି ଟମାଟୋ, ଗୋଟିଏ ପିଆଜ, ରସୁଣ, ଅଳ୍ପ ପରିମାଣ ଗୋଲମିରଚ ଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଛୋଟ ଖଣ୍ଡ ଡାଲଚିନି, ଲୁଣ ସ୍ୱାଦ ଅନୁସାରେ । ପ୍ରଣାଳୀ – ପ୍ରଥମେ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ରସୁଣ କଟା ରସୁଣ ପକାନ୍ତୁ । ଏହାପରେ ଏଥିରେ ଟମାଟୋ ପକାଇ ଭାଜନ୍ତୁ । ସେହିଭଳି ଅଲଗା ପ୍ୟାନରେ ପିଆଜକୁ ଭାଜି ନିଅନ୍ତୁ । ଏହାପରେ ଟମାଟୋରେ ଲୁଣ, ଡାଲଚିନି ଖଣ୍ଡ, […]
Read More...
ଜୀବନଚର୍ଯ୍ୟା 

ଅଣ୍ଡା ପତ୍ରକୋବି

ଅଣ୍ଡା ପତ୍ରକୋବି ସାମଗ୍ରୀ- ଛୋଟକଟା ଦୁଇକପ ପତ୍ରକୋବି, ଦୁଇଟି ଅଣ୍ଡା, ଏକ ଚାମଚ ଜିରା ଗୁଣ୍ଡ, ୧ଟା ପିଆଜ ବଟା, ଅଦା ରସୁଣ ଛେଚା ଅଳ୍ପ ପରିମାଣ, ଟମାଟ ଏକଟା, ହଳଦୀ, ଲଙ୍କାଗୁଣ୍ଡ ଓ ଗୁଣ୍ଡ ମସଲା ଅଳ୍ପ ପରିମାଣ, ଗରମ ମସଲା ଅଳ୍ପ ପରିମାଣ, କଟା ଧନିଆ ପତ୍ର ଅଳ୍ପ । ପ୍ରଣାଳୀ – ପ୍ରଥମେ ତେଲରେ ପିଆଜ ପକାଇ କଷନ୍ତୁ । ପିଆଜ କଷି ହେବାପରେ ଏଥିରେ ଅଦା ରସୁଣ ବଟା ପକାଇ କିଛି ସମୟ ପାଇଁ […]
Read More...

Advertisement