Yogi govt
ଦେଶ- ବିଦେଶ 

ଦୀପାବଳିରେ ୟୁପି ସରକାରଙ୍କର ୭ଲକ୍ଷରୁ ଉର୍ଦ୍ଧ୍ୱ ଦୀପ ଜାଳିବାର ଲକ୍ଷ୍ୟ

ଦୀପାବଳିରେ ୟୁପି ସରକାରଙ୍କର ୭ଲକ୍ଷରୁ ଉର୍ଦ୍ଧ୍ୱ ଦୀପ ଜାଳିବାର ଲକ୍ଷ୍ୟ ଭୁବନେଶ୍ୱର: ଅଗଷ୍ଟ ୧୮: ଚଳିତ ବର୍ଷ ଦୀପାବଳି ଉତ୍ସବରେ ଉତ୍ତରପ୍ରଦେଶସରକାର ୭.୫ ଲକ୍ଷ ମାଟି ଦୀପ ଜାଳିବାର ଳକ୍ଷ୍ୟ ରଖିଛନ୍ତି । ଅଯୋଧ୍ୟାରେ ଥିବା ସୂର୍ଯ୍ୟା ନଦୀ ଘାଟରେ ଦୀପାବଳି ପୂର୍ବ ଦିନ ଏହି ମାଟି ଦୀପ ଜାଳିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ସୂର୍ଯ୍ୟା ନଦୀ ଘାଟରେ ୨୦୨୦ରେ ‘ଦୀପସେିାବ’ କାର୍ଯ୍ୟକ୍ରମରେ ୫.୫ ଲକ୍ଷ ମାଟି ଦୀପ ଜାଳି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ନିଜର ପୂର୍ବ ରେକର୍ଡକୁ ଭାଙ୍ଗିବା ସକାଶେ […]
Read More...

Advertisement