yk joshi
ଦେଶ- ବିଦେଶ 

କିଏ ହେବେ ଦେଶର ନୂଆ ସିଡିଏସ୍‌ !

କିଏ ହେବେ ଦେଶର ନୂଆ ସିଡିଏସ୍‌ ! ନୂଆଦିଲ୍ଲୀ: ଡିସେମ୍ବର ୧୦: ଦୁର୍ଘଟଣ।ରେ ଦେଶର ପ୍ରଥମ ସିଡିଏସ ଜେନେର।ଲ ବିପିନ ର।ୱତଙ୍କ ମୃତ୍ୟୁ ପରେ କିଏ ହେବେ ନୂଆ ସିଡିଏସ ସେନେଇ ଆରମ୍ଭ ହୋଇଛି ପ୍ରକ୍ରିୟ। । ର।ୱତଙ୍କ ମୃତ୍ୟୁ ପରେ ସେନ। ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ ବରିଷ୍ଠ ଅଧିକ।ରୀ ରହିଛନ୍ତି । ତେଣୁ ନରୱଣେ ହୋଇପ।ରନ୍ତି ନୂଆ ସିଡିଏସ । ଯଦି ଏହା ସତ ହୁଏ ତେବେ ସେ ସେନ। ଅଧ୍ୟକ୍ଷ ପଦ ଛ।ଡିବେ । ଯଦି ନରୱଣେ ନୂଆ ସିଡିଏସ୍ ହୁଅନ୍ତି […]
Read More...

Advertisement