world
ବିଶ୍ବ  ରାଜନୀତି 

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର,ବାର୍ଷିକ ପ୍ରେସ୍‌ ମିଟ୍‌ ବାତିଲ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର,ବାର୍ଷିକ ପ୍ରେସ୍‌ ମିଟ୍‌ ବାତିଲ ନୂଆଦିଲ୍ଲୀ :ରୁଷ-ୟୁକ୍ରେନ ଯୁଦ୍ଧ ସହିତ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ବିଶ୍ୱ ସମୁଦାୟରେ ପ୍ରାୟ ଚର୍ଚ୍ଚା ଲାଗି ରହିଛି I ଚର୍ଚ୍ଚା କରିବାପାଇଁ ଦୁଇଟି କାରଣ ଅଛି, ଗୋଟିଏ ପଟେ ଯୁଦ୍ଧରେ ତାଙ୍କର ଆକ୍ରମଣାତ୍ମକ ମନୋଭାବ ଏବଂ ଅନ୍ୟ ପଟେ ତାଙ୍କ ସ୍ୱାସ୍ଥ୍ୟ । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୁଟିନ ଅନେକ ଜଟିଳ ରୋଗରେ ପୀଡିତ ଅଛନ୍ତି। ଏହି କାରଣରୁ ସେ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମଠାରୁ ମଧ୍ୟ ଦୂରରେ ରହିଛନ୍ତି I କିଛି ଦିନ […]
Read More...
ବିଶ୍ବ  ଅପରାଧ 

କେ-ଡ୍ରାମା ଦେଖିବାରୁ ୨ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

କେ-ଡ୍ରାମା ଦେଖିବାରୁ ୨ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ସିଓଲ : ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗଙ୍କ ଆଉ ଏକ ବର୍ବର କାରନାମା I ଦକ୍ଷିଣ କୋରିଆ ଏବଂ ଆମେରିକୀୟ ଚଳଚ୍ଚିତ୍ର ଦେଖିବା ପାଇଁ ଉତ୍ତର କୋରିଆର ୨ଜଣ ୧୬-୧୭ ବର୍ଷର ହାଇସ୍କୁଲ ପିଲାଙ୍କୁ ସର୍ବ ସମ୍ମୁଖରେ ମିଳିଛି ମୃତ୍ୟୁ ଦଣ୍ଡ I ଉତ୍ତର କୋରିଆର ଗଣମାଧ୍ୟମ ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ,କୋରିଆନ ଡ୍ରାମା’କେ-ଡ୍ରାମା’ ନାମରେ ପରିଚିତ I ଏହି ଡ୍ରାମା ଦେଖିବା କିମ୍ବା ଏହାର ପ୍ରଚାର କରିବା ଉତ୍ତର କୋରିଆରେ […]
Read More...
ବିଶ୍ବ  ବାଣିଜ୍ୟ 

ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଉପରେ ପ୍ରତିବନ୍ଧକ ଲଗାଇଲେ ମସ୍କ

ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଉପରେ  ପ୍ରତିବନ୍ଧକ ଲଗାଇଲେ ମସ୍କ ଟ୍ୱିଟର ଏହାର ପେଡ୍ ବ୍ଲୁ ଟିକ୍ ସବସ୍କ୍ରିପସନ୍ ଉପରେ ଲଗାଇଲା ପତିବନ୍ଧକ । CNBC ଏହାର ଏକ ରିପୋର୍ଟରେ ଏହା ପ୍ରକାଶ କରିଛି। ଟ୍ୱିଟର ଏହାର ନୂତନ ବ୍ଲୁ ସବସ୍କ୍ରିପସନ୍ ରୋଲ ହେବାର ଗୋଟିଏ ଦିନ ପରେ ବନ୍ଦ କରି ଦେଇଛି I ସିଏନବିସି ରିପୋର୍ଟ କରିଛି ଯେ ବ୍ରାଣ୍ଡ ଏବଂ ସେଲିବ୍ରିଟିଙ୍କ ଅନୁକରଣ ପାଇଁ ଉପଭୋକ୍ତାମାନେ ଏହାକୁ ଅପବ୍ୟବହାର କରୁଛନ୍ତି। ଏଲନ୍ ମସ୍କ ଟୁଇଟରର ଅଧିଗ୍ରହଣ କରିବା ପରେ ମାସକୁ $ ୭.୯୯ / ବଦଳରେ […]
Read More...

Advertisement