ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ, ୨୫ ମୃତ

ମନିଲା: ଏପ୍ରିଲ ୧୨: ଗତକାଲିଠାରୁ ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ ଜାରି ରହିଛି । ଆଜି ଝଡ଼ ତୋଫାନ ଅଳ୍ପ କମିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଗତକାଲିଠାରୁ ଲଗାତାର ଝଡ଼ କାରଣରୁ କିଛି କିଛି ସ୍ଥାନରେ ଭୂÕଳ ଘଟିଛି । ସରକାରୀ ସୂତ୍ର ଅନୁସାରେ, ଝଡ଼ ତୋଫାନ ଓ ଭୂÕଳ ଯୋଗୁଁ ମୋଟ୍‌ ୨୫ ଲୋକ ମୃତୁ୍ୟବରଣ କରିଛନ୍ତି । ଝଡ଼ର ନାମ ‘ମେଗି’ ରଖାଯାଇଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ […]

Samaya Live Picture
Published On

ମନିଲା: ଏପ୍ରିଲ ୧୨: ଗତକାଲିଠାରୁ ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ ଜାରି ରହିଛି । ଆଜି ଝଡ଼ ତୋଫାନ ଅଳ୍ପ କମିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଗତକାଲିଠାରୁ ଲଗାତାର ଝଡ଼ କାରଣରୁ କିଛି କିଛି ସ୍ଥାନରେ ଭୂÕଳ ଘଟିଛି ।

ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ, ୨୫ ମୃତ
ସରକାରୀ ସୂତ୍ର ଅନୁସାରେ, ଝଡ଼ ତୋଫାନ ଓ ଭୂÕଳ ଯୋଗୁଁ ମୋଟ୍‌ ୨୫ ଲୋକ ମୃତୁ୍ୟବରଣ କରିଛନ୍ତି । ଝଡ଼ର ନାମ ‘ମେଗି’ ରଖାଯାଇଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ମୃତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ଆଶା କାରାଯାଇଛି ।

ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ, ୨୫ ମୃତ
ଗତ ରବିବାର ପୂର୍ବ ଏସୀୟର ପୂର୍ବ -ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିଝଡ଼ ଅତିକ୍ରମ କରିଥିଲା । ଏହାର କାରଣରୁ ଫିଲିଫାଇନ୍‌ସରେ ଘଣ୍ଟା ପ୍ରତି ୬୫ କିଲୋମିଟରରେ ପବନ ଅତିବାହିତ ହୋଇଥିଲା । ଏଥିରେ ଘରର ଛାତ, ବିଦୁ୍ୟତ ଖୁଣ୍ଟ, ଗାଡ଼ି ଆଦି ପବନରେ ଉଡ଼ିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ, ୨୫ ମୃତ

ରାସ୍ତାଘାଟ ଓ ଘର ମଧ୍ୟରେ ପାଣି ପସିଯାଇଥିଲା । ଫଳରେ ଲୋକ ଉଚ୍ଚ ସ୍ଥାନକୁ ପଳାଇଥିଲେ । ଅନ୍ୟପକ୍ଷରେ କେତେକେ ଲୋକ ଘର ମଧ୍ୟ ଫସି ଯାଇଥିଲେ । ଆଜି ଝଡ଼ର ବେଗ କମି ଘଣ୍ଟା ପ୍ରତି ୪୫ କିଲୋମିଟର ରହିଛି । ଫଳରେ ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ, ୨୫ ମୃତ
ଝଡ଼ ‘ମେଗି’ ଚଳିତ ବର୍ଷର ପ୍ରଥମ ଝଡ଼ ରୂପେ ଫିଲିଫାଇନ୍‌ସରେ ଧକା ହୋଇଛି । ରିପୋର୍ଟ ଅନୁସାରେ, ବର୍ଷକୁ ପ୍ରାୟ ୨୦ଟି ଝଡ଼ ଏହି ଦୀପପୁଞ୍ଜରେ ଦେଖାଯାଏ ।

ଫିଲିଫାଇନ୍‌ସରେ ଝଡ଼ର ତାଣ୍ଡବ, ୨୫ ମୃତ

ଏହି ଝଡ ଯୋଗୁଁ ଫିଲିଫାଇନ୍‌ସର ପୂର୍ବରେ ଥିବା ଲେଇଟ୍‌ ପ୍ରଦେଶରେ ଭୂÕଳ ହୋଇଛି । ଏଥିରେ ୨୨ ଜଣ ମୃତୁ୍ୟବରଣ କରିଥିବା ସୂଚନା ବାଏବାଏ ସହର ପୋଲିସ ଜୋଏମେନ୍‌ କୋଲାଡୋ ଦେଇଛନ୍ତି ।