୧୭୦ଟଙ୍କାରେ ଟମାଟୋ କିଣୁଛନ୍ତି ପାକିସ୍ତାନୀ

ସମୟ ଲାଇଭ,୧୩/୧୧: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମହଙ୍ଗା ଚରମ ସୀମାରେ ପହଞ୍ଚିଥିବା ବେଳେ ଦୈନଦିନର ଆବଶ୍ୟକୀୟ ସାମଗ୍ରୀ ମୂଲ୍ୟ କ୍ରମାଗତ ଭାବରେ ବଢିଚାଲିଛି। ଦେଶରେ ଗୋଟିଏ ଦିନ ମଧ୍ୟରେ ଟମାଟୋ ମୂଲ୍ୟ ଆକାଶ ଛୂଆଁ ସ୍ତରରେ ପହଞ୍ଚି କିଲୋପ୍ରତି ୧୭୦ ଟଙ୍କା ରହିଛି। ଟମାଟୋ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ ଦେଶବାସୀଙ୍କୁ ଅନେକ ସମସ୍ୟା ହେଉଥିବାବେଳେ ଗୃହୀଣୀମାନେ ରୋଷେଇ ଘରେ ଟମାଟୋର ବିକଳ୍ପ ପ୍ରସଙ୍ଗରେ ବିଚାର କରିବା ଆରମ୍ଭ କରିଦେଇଛନ୍ତି। ଟମାଟେ ଦର ବଢିବା କାରଣରୁ […]

Samaya Live Picture
Published On

ସମୟ ଲାଇଭ,୧୩/୧୧: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମହଙ୍ଗା ଚରମ ସୀମାରେ ପହଞ୍ଚିଥିବା ବେଳେ ଦୈନଦିନର ଆବଶ୍ୟକୀୟ ସାମଗ୍ରୀ ମୂଲ୍ୟ କ୍ରମାଗତ ଭାବରେ ବଢିଚାଲିଛି। ଦେଶରେ ଗୋଟିଏ ଦିନ ମଧ୍ୟରେ ଟମାଟୋ ମୂଲ୍ୟ ଆକାଶ ଛୂଆଁ ସ୍ତରରେ ପହଞ୍ଚି କିଲୋପ୍ରତି ୧୭୦ ଟଙ୍କା ରହିଛି। ଟମାଟୋ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ ଦେଶବାସୀଙ୍କୁ ଅନେକ ସମସ୍ୟା ହେଉଥିବାବେଳେ ଗୃହୀଣୀମାନେ ରୋଷେଇ ଘରେ ଟମାଟୋର ବିକଳ୍ପ ପ୍ରସଙ୍ଗରେ ବିଚାର କରିବା ଆରମ୍ଭ କରିଦେଇଛନ୍ତି। ଟମାଟେ ଦର ବଢିବା କାରଣରୁ ସ୍ଥାନୀୟ ଦୋକାନୀ ପାଇକାରୀ ବଜାରରୁ ଟମାଟୋ କିଣିବା ବନ୍ଦ କରିଦେଇଛନ୍ତି,ଯାହା ଫଳରେ ବଜାରରେ ଟମାଟୋ ର କୃତ୍ରିମ ଅଭାବ ସୃଷ୍ଟି ହୋଇଛି।

Tags: