world news
ବିଶ୍ବ 

ପରଲୋକରେ ଜିଫ୍‌ ପ୍ରତିଷ୍ଠାତା

ପରଲୋକରେ ଜିଫ୍‌ ପ୍ରତିଷ୍ଠାତା ନୂଆଦିଲ୍ଲୀ: ମାର୍ଚ୍ଚ୨୫: ଜିଫ୍ ଫାଇଲର ପ୍ରତିଷ୍ଠାତା ଷ୍ଟିଫେନ୍ ଓ୍ୱିଲହାଇଟଙ୍କ ପରଲୋକ । ଆମେରିକାରେ ରହୁଥିବା ଷ୍ଟିଫେନ୍ ଗତ ୧୪ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏନେଇ ତାଙ୍କ ପତ୍ନୀ ବୁଧବାର ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତେବେ ସବୁବେଳେ ସେ ନିଜ କମ୍ପାନୀକୁ ଭୁଲ ଉଚ୍ଚାରଣ ପାଇଁ ଆପତ୍ତି କରୁଥିବାରୁ ସେ ବେଶ୍‌ ଚର୍ଚ୍ଚିତ ଥିଲେ । ୨୦୧୩ରେ ବେବି ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର […]
Read More...
Feature 

ମହିଳାଙ୍କୁ ସୁରକ୍ଷା ଦେବ ଡ୍ରୋନ୍‌

ମହିଳାଙ୍କୁ ସୁରକ୍ଷା ଦେବ ଡ୍ରୋନ୍‌ ବ୍ରିଟେନ: ବ୍ରିଟେନରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ବିକଳ୍ପ ବାହାର କରାଯାଇଛି । ରାତିରେ ଏକୁଟିଆ ରାସ୍ତାରେ ଯାଉଥିବା ମହିଳାଙ୍କୁ ସୁରକ୍ଷା ଦେବ ଥର୍ମାଲ୍‌ କ୍ୟାମେରା ସହିତ ସଜ୍ଜିତ ଡ୍ରୋନ୍‌ । ଏହି ଡ୍ରୋନକୁ ଡ୍ରୋନ୍‌ ଡିମ୍ଫେସ୍‌ ଦ୍ୱାରା ବିକଶିତ କରାଯାଇଛି । ଏହାକୁ ବ୍ରିଟେନର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ପୂର୍ବତନ ପୋଲିସ ଅଧିକାରୀ ଏବଂ ବିଶେଷଜ୍ଞମାନେ ମିଳିତ ଭାବେ ଏହି ଡ୍ରୋନ୍‌କୁ ନିର୍ମାଣ କରିଛନ୍ତି । ମହିଳାଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ବ୍ରିଟେନର ଏହି […]
Read More...
ବିଶ୍ବ 

ୟୁକ୍ରେନର ବିମାନ ହେଲା ଅପହରଣ !

ୟୁକ୍ରେନର ବିମାନ ହେଲା ଅପହରଣ ! ଭୁବନେଶ୍ୱର:ଅଗଷ୍ଟ ୨୪: ଆଫ୍‌ଗାନରେ ଫସି ରହିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଆଜି ୟୁକ୍ରେନ ବିମାନ ଆଫଗାନିସ୍ତାନ ଯାଇଥିଲା । ବିମାନଟି ସେଠାରୁ ହାଇଜାକ୍‌(ଅପହରଣ)ହୋଇଯାଇଛି ବୋଲି ୟୁକ୍ରେନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିମାନକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଛି, ତାହାର ସଠିକ୍‌ ସୂଚନା ମିଳିନାହିଁ । କିନ୍ତୁ ଅପହରଣ କରିଥିବା ଅଜ୍ଞାତ ଲୋକମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରହିଥିଲା ବୋଲି ସୂଚନା ମିଳିଛି । ଗତ ରବିବାର ଦିନ କିଛି ଅଜ୍ଞାତ ଲୋକ […]
Read More...

Advertisement