ଭାରତ ଫେରିଲେ ପ୍ରବାସି ଭାରତୀୟ

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଯୁଦ୍ଧ ଦ୍ୱାରା ୟୁକ୍ରେନରୁ ୧୮,୦୦୦ ରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ର ସରକାରଙ୍କ ଅପରେସନ୍ ଗଙ୍ଗା ଅଧୀନରେ ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ଏବଂ ମଲଡୋଭାକୁ ୭୬ଟି ବିମାନ ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାକୁ ପଠାଯାଇଛି।

Samaya Live Picture
Published On