ପାଶବିକତାର ନାହିଁ ଅନ୍ତ

ସମୟ ଲାଇଭ୍‍,୩/୧୨: ସାରା ଭାରତବର୍ଷରେ ପ୍ରତିବର୍ଷ ୪୦ ହଜାର ନାରୀ ଅସୁସ୍ଥ ମାନସିକତାର ବ୍ୟକ୍ତିଙ୍କ ପାଶବିକତାର ଶୀକାର ହେଉଛନ୍ତି। ଏହି ହିସାବରେ ପ୍ରତି ଦିନ ୧୦୯ ଓ ପ୍ରତି ଘଣ୍ଟାରେ ୫ଜଣ ଦୁଷ୍କର୍ମ ଶୀକାର ହେଉଛନ୍ତି। ତେବେ ଗତ ୧୦ ବର୍ଷ ମଧ୍ୟରେ ୨.୭୯ ଜଣ ବଳାତ୍କାର ଶୀକାର ହୋଇଛନ୍ତି। ପ୍ରତିବର୍ଷରେ ହେଉଥିବା ୪୦ ହଜାର ଦୁଷ୍କର୍ମ ଶୀକାର ହୋଇଥିବା ପିଡ଼ିତାଙ୍କ ମଧ୍ୟରୁ ୧୦ ହଜାର କେବଳ ନାବାଳିକା ଅଟନ୍ତି। ସେହିପରି ୨୦ହଜାର ଗଣଦୁଷ୍କର୍ମ କରୁଛନ୍ତି ପାଶବିକ […]

Samaya Live Picture
Published On

ସମୟ ଲାଇଭ୍‍,୩/୧୨: ସାରା ଭାରତବର୍ଷରେ ପ୍ରତିବର୍ଷ ୪୦ ହଜାର ନାରୀ ଅସୁସ୍ଥ ମାନସିକତାର ବ୍ୟକ୍ତିଙ୍କ ପାଶବିକତାର ଶୀକାର ହେଉଛନ୍ତି। ଏହି ହିସାବରେ ପ୍ରତି ଦିନ ୧୦୯ ଓ ପ୍ରତି ଘଣ୍ଟାରେ ୫ଜଣ ଦୁଷ୍କର୍ମ ଶୀକାର ହେଉଛନ୍ତି। ତେବେ ଗତ ୧୦ ବର୍ଷ ମଧ୍ୟରେ ୨.୭୯ ଜଣ ବଳାତ୍କାର ଶୀକାର ହୋଇଛନ୍ତି। ପ୍ରତିବର୍ଷରେ ହେଉଥିବା ୪୦ ହଜାର ଦୁଷ୍କର୍ମ ଶୀକାର ହୋଇଥିବା ପିଡ଼ିତାଙ୍କ ମଧ୍ୟରୁ ୧୦ ହଜାର କେବଳ ନାବାଳିକା ଅଟନ୍ତି। ସେହିପରି ୨୦ହଜାର ଗଣଦୁଷ୍କର୍ମ କରୁଛନ୍ତି ପାଶବିକ ମନୋବୃତ୍ତି ରଖୁଥିବା ଅଭିଯୁକ୍ତ। ତେବେ ବଳାତ୍କାରୀ ଅଭିଯୁକ୍ତଭ୍‍କ ମଧ୍ୟରୁ ଶତକଡ଼ା ୨୫ ଶତକଡ଼ା ଅଭିଯୁକ୍ତଙ୍କୁ ହିଁ ଯଥୋଚିତ ଦଣ୍ଡ ମିଳିପାରୁଛି।
ସୂଚନା ଥାଉ କି, ଭାରତରେ ହେଉଥିବା ଶତକଡ଼ା ୭୧ ପ୍ରତିଶତ ଦୁଷ୍କର୍ମ ମାମଲାର ଅଭିଯୋଗ ଥାନାରେ ହୋଇନଥାଏ। ଅନ୍ୟପଟେ ଦେଶର ବିଧାନସଭା ଓ ଲୋକସଭାର ୩୦ ପ୍ରତିଶତ ସଦସ୍ୟଙ୍କ ନାମରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ୫୧ ଜଣଙ୍କ ନାମରେ ନାରୀ ନିର୍ଯ୍ୟାତନା ମାମଲା ରହିଛି।

Tags: