ସରକାରଙ୍କୁ ବିରୋଧ କରି ଗୁଳି ଖାଇଲେ ୩୦୦ରୁ ଅଧିକ ଲୋକ

ସମୟ ଲାଇଭ,୧୧/୧୧:ଇରାକରେ ଏବେ ତିବ୍ର ହେବାରେ ଲାଗିଛି ସରକାର ବିରୋଧି ଜନଆନ୍ଦୋଳନ। ଆଉ ଯେଉଁଥିପାଇଁ ଗୁଳି ଖାଇବାକୁ ପଡିଛି ପାଖାପାଖି ୩୦୦ ରୁ ଅଧିକ ଲୋକଙ୍କୁ। ଏହା ସହ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଇରାକର ସଂସଦୀୟ ମାନବାଧିକାର ସମିତିର ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି। ଗତ ଅକ୍ଟୋବରରେ ହୋଇଥିବା ସରକାର ବିରୋଧୀ ବିକ୍ଷୋଭରେ ଅତି କମ୍‌ରେ ୩୧୯ ଜଣଙ୍କ ମୃତ୍ୟୁ ହୋଇଛି। ଇରାକର ସୁରକ୍ଷାକର୍ମୀମାନେ ଶନିବାର ବାଗଦାଦରେ ୪ ଜଣଙ୍କୁ ହତ୍ୟା କରିଥିଲେ। […]

Samaya Live Picture
Published On

ସମୟ ଲାଇଭ,୧୧/୧୧:ଇରାକରେ ଏବେ ତିବ୍ର ହେବାରେ ଲାଗିଛି ସରକାର ବିରୋଧି ଜନଆନ୍ଦୋଳନ। ଆଉ ଯେଉଁଥିପାଇଁ ଗୁଳି ଖାଇବାକୁ ପଡିଛି ପାଖାପାଖି ୩୦୦ ରୁ ଅଧିକ ଲୋକଙ୍କୁ। ଏହା ସହ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଇରାକର ସଂସଦୀୟ ମାନବାଧିକାର ସମିତିର ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି।

ଗତ ଅକ୍ଟୋବରରେ ହୋଇଥିବା ସରକାର ବିରୋଧୀ ବିକ୍ଷୋଭରେ ଅତି କମ୍‌ରେ ୩୧୯ ଜଣଙ୍କ ମୃତ୍ୟୁ ହୋଇଛି।

ଇରାକର ସୁରକ୍ଷାକର୍ମୀମାନେ ଶନିବାର ବାଗଦାଦରେ ୪ ଜଣଙ୍କୁ ହତ୍ୟା କରିଥିଲେ। ବାଗଦାଦ ଓ ଦେଶର ଅନ୍ୟ ପ୍ରଦେଶରେ ବେରୋଜଗାରୀ, ସରକାରୀ କ୍ଷେତ୍ରରେ ଦୁର୍ନୀତି ଏବଂ ମୌଳିକ ସୁବିଧା ଯେପରି ବିଦ୍ୟୁତ୍ ଏବଂ ସ୍ବଚ୍ଛ ପାନୀୟ ଜଳ ଅଭାବ ଯୋଗୁଁ ଏହି ସରକାର ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା

Tags: