ରାଜଧାନୀକୁ ଜଗିବେ ୧୫ପ୍ଲାଟୁନ ପୋଲିସ

ଭୁବନେଶ୍ୱର,୭/୧: ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ନେଇ ଭୁବନେଶ୍ୱର ଡିସିପି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେବେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ବୋଲି ସେ କହିଛନ୍ତି। ଏଥିସହ ବିଭିନ୍ନ ଛକରେ ପୋଲିସ ମୁତୟନ କରାଯିବ। ସେହିପରି ୧୫ ପ୍ଲାଟୁନ ପୋଲିସ ରାଜଧାନୀରେ ରହିବେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖାଯିବ। ଅନ୍ୟପଟେ ରେଳ ଓ ବସ୍ ଚଳାଚଳ ସ୍ୱାଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯିବା ସହ ସଚିବାଳୟ, […]

Samaya Live Picture
Published On

ଭୁବନେଶ୍ୱର,୭/୧: ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ନେଇ ଭୁବନେଶ୍ୱର ଡିସିପି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେବେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ବୋଲି ସେ କହିଛନ୍ତି। ଏଥିସହ ବିଭିନ୍ନ ଛକରେ ପୋଲିସ ମୁତୟନ କରାଯିବ। ସେହିପରି ୧୫ ପ୍ଲାଟୁନ ପୋଲିସ ରାଜଧାନୀରେ ରହିବେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖାଯିବ। ଅନ୍ୟପଟେ ରେଳ ଓ ବସ୍ ଚଳାଚଳ ସ୍ୱାଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯିବା ସହ ସଚିବାଳୟ, ବିମାନବନ୍ଦରରେ ପୋଲିସ ମୁତୟନ ରହିବେ।

Tags: