ଏହି ଦ୍ୱୀପରେ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନଥିଲା କୋଭିଡ ପଜିଟିଭ୍‌

ୱେଲିଙ୍ଗଟନ୍: ଡିସେମ୍ବର ୦୪: ମହାମାରୀ କରୋନା କ°ାରେ ସାରା ଦେଶ ପଡିଥିବା ବେଳେ, ନିଜକୁ ସୁରଖିତ ରଖିବା ପାଇଁ ସମସ୍ତ ଚେଷ୍ଟା କରିଥିଲା କୁକ୍‌। ତେବେ କୁକ୍ ଦ୍ୱୀପପୁଞ୍ଜ ଆଜି ଏହ।ର ପ୍ରଥମ କୋଭିଡ୍ ମ।ମଲ। ରେକର୍ଡ କରିଛି, ସେଠାକାର ପ୍ରଧ।ନମନ୍ତ୍ରୀ ମ।ର୍କ ବ୍ର।ଉନ ଏକ ବିବୃତ୍ତିରେ କହିଛନ୍ତି ଯେ ଗୁରୁବ।ର ଦିନ ତ।ଙ୍କ ପରିବ।ର ସହିତ ଏକ ପ୍ରତ୍ୟ।ବର୍ତ୍ତନ ବିମ।ନରେ ପହଞ୍ଚିବ। ପରେ ଏକ ୧୦ ବର୍ଷର ବ।ଳକ ଠାରେ ଏହି ଜୀବ।ଣୁ ଚିହ୍ନଟ ହୋଇଛି। […]

Samaya Live Picture
Published On

ୱେଲିଙ୍ଗଟନ୍: ଡିସେମ୍ବର ୦୪: ମହାମାରୀ କରୋନା କ°ାରେ ସାରା ଦେଶ ପଡିଥିବା ବେଳେ, ନିଜକୁ ସୁରଖିତ ରଖିବା ପାଇଁ ସମସ୍ତ ଚେଷ୍ଟା କରିଥିଲା କୁକ୍‌। ତେବେ କୁକ୍ ଦ୍ୱୀପପୁଞ୍ଜ ଆଜି ଏହ।ର ପ୍ରଥମ କୋଭିଡ୍ ମ।ମଲ। ରେକର୍ଡ କରିଛି, ସେଠାକାର ପ୍ରଧ।ନମନ୍ତ୍ରୀ ମ।ର୍କ ବ୍ର।ଉନ ଏକ ବିବୃତ୍ତିରେ କହିଛନ୍ତି ଯେ ଗୁରୁବ।ର ଦିନ ତ।ଙ୍କ ପରିବ।ର ସହିତ ଏକ ପ୍ରତ୍ୟ।ବର୍ତ୍ତନ ବିମ।ନରେ ପହଞ୍ଚିବ। ପରେ ଏକ ୧୦ ବର୍ଷର ବ।ଳକ ଠାରେ ଏହି ଜୀବ।ଣୁ ଚିହ୍ନଟ ହୋଇଛି। ବ।ଳକଟି ନ୍ୟୁଜିଲ୍ୟ।ଣ୍ଡର ବୋଲି ଜଣ।ପଡିଛି।

ବ୍ର।ଉନ୍ କହିଛନ୍ତି, ‘କୋଭିଡ ପାଇଁ ଆମେ ଆମ ଦେଶର ସୀମାକୁ ଅନ୍ୟ ଦେଶଙ୍କ ଠାରୁ ଅଲଗା କରିବା ପାଇଁ ବନ୍ଦ କରିଦେଇଥିଲୁ। ଆଉ ଆମେ ଯେତେବେଳେ ଆମର ସୀମ। ଖୋଲିବ। ପ।ଇଁ ନିଜକୁ ପ୍ରସ୍ତୁତ କରୁଛୁ, ଆମର ପରୀକ୍ଷଣ ବ୍ୟବସ୍ଥ। ସୀମ।ରେ ଏହି ମ।ମଲ। ଧରି ପ୍ରସ୍ତୁତିର ମୂଲ୍ୟ ଦର୍ଶ।ଇଛି।‘ ମହ।ମ।ରୀର ଶିକ।ର ହେବ।ପରେ ନିଜକୁ ବିଶ୍ୱରୁ ବନ୍ଦ କରିଦେଇଥିବ। ଦ୍ୱୀପପୁଞ୍ଜ ଜ।ନୁଆରୀ ୧୪ ରେ ନ୍ୟୁଜିଲ୍ୟ।ଣ୍ଡ ସହିତ ମୁକ୍ତ ଯ।ତ୍ର। ଆରମ୍ଭ କରିବ।କୁ ଘୋଷଣ। କରିଛି। ଯେହେତୁ ଦକ୍ଷିଣ ପ୍ରଶ।ନ୍ତ ଦେଶ ପର୍ଯ୍ୟଟକଙ୍କ ନିକଟରେ ଏହ।ର ସୀମ। ଖୋଲିବ।କୁ ଯ।ଉଛି। ସେଥିପାଇଁ ଆବଶ୍ୟକ କରୁଥିବା ସମସ୍ତ ବ୍ୟବସ୍ତା ଓ କଟକଣା ଉପରେ ଟିକନିକ ନଜର ରଖିଛି ଦେଶ।

ଏହି ଦ୍ୱୀପରେ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନଥିଲା କୋଭିଡ ପଜିଟିଭ୍‌