ଓସାମାବିନ୍ ଲାଡେନ ହିରୋ ଥିଲା : ମୁସାରଫ
ସମୟ ଲାଇଭ,୧୪/୧୧:ସାରା ବିଶ୍ୱ ଜାଣିଛି ପାକିସ୍ତାନ ହେଉଛି ଆତଙ୍କବାଦର ଭୂ-ସ୍ୱର୍ଗ ଆଉ ଏ କଥାକୁ ଆଉ ଥରେ ପ୍ରମାଣିତ କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଫରଭେଜ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ମୁସାରଫ କହିଛନ୍ତି, କଶ୍ମିରୀମାନଙ୍କୁ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍ ହେବାକୁ ତାଲିମ୍ ଦିଆଯାଉଥିଲା। ଏହାସହ ଓସାମା ବିନ୍ ଲାଡେନ୍, ଆୟମାନ୍ ଅଲ୍ ଜୱାହିରି, ଜଲ୍ଲାଉଦ୍ଦିନ୍ ହକାନି ଏବଂ ଅନ୍ୟମାନଙ୍କୁ ‘ପାକିସ୍ତାନର ହିରୋ’ ବୋଲ ସେ କହିଛନ୍ତି ।ମୁସାରଫଙ୍କ ଏହି ମନ୍ତବ୍ୟ […]
ସମୟ ଲାଇଭ,୧୪/୧୧:ସାରା ବିଶ୍ୱ ଜାଣିଛି ପାକିସ୍ତାନ ହେଉଛି ଆତଙ୍କବାଦର ଭୂ-ସ୍ୱର୍ଗ ଆଉ ଏ କଥାକୁ ଆଉ ଥରେ ପ୍ରମାଣିତ କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଫରଭେଜ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ମୁସାରଫ କହିଛନ୍ତି, କଶ୍ମିରୀମାନଙ୍କୁ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍ ହେବାକୁ ତାଲିମ୍ ଦିଆଯାଉଥିଲା। ଏହାସହ ଓସାମା ବିନ୍ ଲାଡେନ୍, ଆୟମାନ୍ ଅଲ୍ ଜୱାହିରି, ଜଲ୍ଲାଉଦ୍ଦିନ୍ ହକାନି ଏବଂ ଅନ୍ୟମାନଙ୍କୁ ‘ପାକିସ୍ତାନର ହିରୋ’ ବୋଲ ସେ କହିଛନ୍ତି ।ମୁସାରଫଙ୍କ ଏହି ମନ୍ତବ୍ୟ ପାକିସ୍ତାନର ମୁଖା ଖୋଲି ଦେଇଛି କି ପାକିସ୍ତାନ ହେଉଛି ଆତଙ୍କବାଦର ପ୍ରାଣକେନ୍ଦ୍ର।

Tags:




