ଜାପାନରେ ଭୂକମ୍ପ

ଟୋକିଓ: ମାର୍ଚ୍ଚ ୧୭: ପୂର୍ବ ଉପକୂଳର ଏକ ବଡ଼ ଧରଣର ଭୂକମ୍ପରେ ଗୁରୁବାର ଦିନ ଜାପାନରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଫୁକୁସିମା ଉପକୂଳରେ ୭.୪ ମ୍ୟାଗ୍ନିଚ୍ୟୁଡ୍ର ଭୂକମ୍ପ ଏକ ବୁଲେଟ୍ ଟ୍ରେନ୍କୁ ଧକ୍କା ଦେଇଥିଲା। ଉତ୍ତର-ପୂର୍ବ ଜାପାନର କିଛି ଅଂଶରେ ଏକ ମିଟର ପର୍ଯ୍ୟନ୍ତ ତରଙ୍ଗ ପାଇଁ ସୁନାମି ଚେତାବନୀ ମଧ୍ୟ ଦିଆଯାଇଛି । କର୍ତ୍ତୃପକ୍ଷ କେତେକ ଅଞ୍ଚଳରେ ସାଧାରଣ ଜଳଠାରୁ […]

Samaya Live Picture
Published On

ଟୋକିଓ: ମାର୍ଚ୍ଚ ୧୭: ପୂର୍ବ ଉପକୂଳର ଏକ ବଡ଼ ଧରଣର ଭୂକମ୍ପରେ ଗୁରୁବାର ଦିନ ଜାପାନରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଫୁକୁସିମା ଉପକୂଳରେ ୭.୪ ମ୍ୟାଗ୍ନିଚ୍ୟୁଡ୍ର ଭୂକମ୍ପ ଏକ ବୁଲେଟ୍ ଟ୍ରେନ୍କୁ ଧକ୍କା ଦେଇଥିଲା। ଉତ୍ତର-ପୂର୍ବ ଜାପାନର କିଛି ଅଂଶରେ ଏକ ମିଟର ପର୍ଯ୍ୟନ୍ତ ତରଙ୍ଗ ପାଇଁ ସୁନାମି ଚେତାବନୀ ମଧ୍ୟ ଦିଆଯାଇଛି । କର୍ତ୍ତୃପକ୍ଷ କେତେକ ଅଞ୍ଚଳରେ ସାଧାରଣ ଜଳଠାରୁ ୩୦ ସେଣ୍ଟିମିଟର ଉଚ୍ଚ ରେକର୍ଡ କରିଥିଲେ । ତେବେ ଏହି ଭୂକମ୍ପରେ ବହୁ ଧନ ଜୀବନ ନଷ୍ଟ ହୋଇଥିବା କୁହାଯାଉଛି ।