ପାକିସ୍ତାନ ଟ୍ରେନରେ ନିଆଁ, ଲିଭିଗଲା ୬୦ରୁ ଅଧିକ ଜୀବନ ଦୀପ

ସମୟ ଲାଇଭ୍‍,୩୧/୧୦: ପାକିସ୍ତାନରେ କରାଚିରୁ ଲାହୋର ଅଭିମୁଖେ ଯାତ୍ରା କରୁଥିବା ସମୟରେ କରାଚି-ରାୱଲପିଣ୍ଡି ଏକ୍ସପ୍ରେସରେ ନିଆଁ ଲାଗିଯିବା ଫଳରେ ୬୨ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହୃତ ଗ୍ୟାସରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଟ୍ରେନ ୩ଟି ବଗି ସମ୍ପୁର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।

Samaya Live Picture
Published On

Tags: