ପାକିସ୍ତାନ ଟ୍ରେନରେ ନିଆଁ ୬୨ ଜଣଙ୍କ ମୃତ୍ୟୁ !

ସମୟ ଲାଇଭ,୩୧/୧୦: ପାକିସ୍ତାନର କରାଚୀ-ରାୱଲପିଣ୍ଡି ତେଜଗାମ୍‍ ଏକ୍ସପ୍ରେସରେ ଭୟଙ୍କର ନିଆଁ ଲାଗିଛି ଯେଉଁଥିରେ ତିନୋଟି ବଗି ସମ୍ପୁର୍ଣ୍ଣ ପୋଡିଯିବା ସହିତ ପାଖାପାଖି ୬୨ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିଶେଷ ସୂତ୍ରରୁ ଜଣା ପଡିଛି କି ଟ୍ରେନରେ ଥିବା ରୋଷେଇ ଘର କମ୍ପାଟମେଣ୍ଟରୁ କୈାଣସି ମତେ ନିଆଁ ଲାଗିି ଅନ୍ୟ ବଗି ଗୁଡିକୁ ବ୍ୟାପିଯାଇଥିଲା। ସବୁଠାରୁ ବଡ କଥା ହେଲା ଏବେ ବି ଡ଼ାକ୍ତରଖାନାରେ ୩୦ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି। କରାଚିରୁ […]

Samaya Live Picture
Published On

ସମୟ ଲାଇଭ,୩୧/୧୦: ପାକିସ୍ତାନର କରାଚୀ-ରାୱଲପିଣ୍ଡି ତେଜଗାମ୍‍ ଏକ୍ସପ୍ରେସରେ ଭୟଙ୍କର ନିଆଁ ଲାଗିଛି ଯେଉଁଥିରେ ତିନୋଟି ବଗି ସମ୍ପୁର୍ଣ୍ଣ ପୋଡିଯିବା ସହିତ ପାଖାପାଖି ୬୨ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିଶେଷ ସୂତ୍ରରୁ ଜଣା ପଡିଛି କି ଟ୍ରେନରେ ଥିବା ରୋଷେଇ ଘର କମ୍ପାଟମେଣ୍ଟରୁ କୈାଣସି ମତେ ନିଆଁ ଲାଗିି ଅନ୍ୟ ବଗି ଗୁଡିକୁ ବ୍ୟାପିଯାଇଥିଲା। ସବୁଠାରୁ ବଡ କଥା ହେଲା ଏବେ ବି ଡ଼ାକ୍ତରଖାନାରେ ୩୦ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି। କରାଚିରୁ ଲାହୋର ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନରେ ଗୁରୁବାର ସକାଳେ ଭୟଙ୍କର ନିଆଁ ଲାଗିଥିଲା। ସଂଙ୍ଗେ ସଙ୍ଗେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ କରୁବାକୁ ପ୍ରୟାସ କରିଥିଲା। କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକା ଥିଲା ଯେ ଏହା ଅନ୍ୟବଗିକୁ ବ୍ୟାପି ଯାଇଥିଲା

Tags: