କରୋନାରୁ ସୁରକ୍ଷା ଦେବ ଫାଇଜରର ନୂଆ ବଟିକା
ୱ।ଶିଂଟନ:ଡିସେମ୍ବର ୨୩: ଆମେରିକୀୟ ଫ।ର୍ମ। କମ୍ପ।ନି ଫ।ଇଜର ଦ୍ୱ।ର। ପ୍ରସ୍ତୁତ ପ୍ରଥମ କୋଭିଡ ବଟିକ। ପ।କ୍ସଲୋଭିଡକୁ ଦେଶର ଔଷଧ ନିୟ।ମକ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ମଞ୍ଜୁରି ଦେଇଛି । କରୋନ।ରେ ସଂକ୍ରମିତ ହେବ। ପରେ ଅସୁସ୍ଥ ହୋଇପଡୁଥିବ। ରୋଗୀମ।ନେ ଏହ।କୁ ସେବନ କରି ସୁସ୍ଥ ହୋଇପ।ରିବେ । ଫଳରେ ସେମ।ନଙ୍କୁ ଆଉ ହସ୍ପିଟ।ଲରେ ଭର୍ତ୍ତି କରିବ।କୁ ପଡ଼ିବ ନ।ହିଁ । ପ।କ୍ସଲୋଭିଡରେ ନୂଆ ଆଣ୍ଟିଭ।ଇର।ଲ ଔଷଧ ନିର୍ମ।ଟ୍ରେଲଭିର୍ ଏବଂ ଏକ ପୁରୁଣ। ଔଷଧ ରିଟୋନ।ଭିର୍ […]
ୱ।ଶିଂଟନ:ଡିସେମ୍ବର ୨୩: ଆମେରିକୀୟ ଫ।ର୍ମ। କମ୍ପ।ନି ଫ।ଇଜର ଦ୍ୱ।ର। ପ୍ରସ୍ତୁତ ପ୍ରଥମ କୋଭିଡ ବଟିକ। ପ।କ୍ସଲୋଭିଡକୁ ଦେଶର ଔଷଧ ନିୟ।ମକ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ମଞ୍ଜୁରି ଦେଇଛି । କରୋନ।ରେ ସଂକ୍ରମିତ ହେବ। ପରେ ଅସୁସ୍ଥ ହୋଇପଡୁଥିବ। ରୋଗୀମ।ନେ ଏହ।କୁ ସେବନ କରି ସୁସ୍ଥ ହୋଇପ।ରିବେ । ଫଳରେ ସେମ।ନଙ୍କୁ ଆଉ ହସ୍ପିଟ।ଲରେ ଭର୍ତ୍ତି କରିବ।କୁ ପଡ଼ିବ ନ।ହିଁ ।
ପ।କ୍ସଲୋଭିଡରେ ନୂଆ ଆଣ୍ଟିଭ।ଇର।ଲ ଔଷଧ ନିର୍ମ।ଟ୍ରେଲଭିର୍ ଏବଂ ଏକ ପୁରୁଣ। ଔଷଧ ରିଟୋନ।ଭିର୍ ରହିଛି । ଗତ ସପ୍ତ।ହରେ ଫ।ଇଜର୍ ଏହି ବଟିକ।ର ସଦ୍ୟ ଫଳ।ଫଳ ରିପୋର୍ଟ ପ୍ରକ।ଶ କରିଥିଲ। । ହସ୍ପିଟ।ଲରେ ଭର୍ତ୍ତି ହେବ। ଏବଂ କରୋନ। ମୃତ୍ୟୁକୁ ୮୯% କମ।ଇବ। ଦିଗରେ ଏହି ବଟିକ। ସହ।ୟକ ହୋଇପ।ରୁଛି । କରୋନ। ଲକ୍ଷଣ ଦେଖ।ଦେବ।ର କିଛି ଦିନ ମଧ୍ୟରେ ଏହ।କୁ ସେବନ କର।ଯ।ଇ ପ।ରିବ ।
ପ୍ରଥମ ଲକ୍ଷଣ ଦେଖ।ଦେବ। ପରେ ଯଦି ଏହ।କୁ ରୋଗୀକୁ ଦିଆଯ।ଏ, ତେବେ ସଂକ୍ରମଣ ଉପରେ ଏହାର ପ୍ରଭ।ବ ୮୮% ରହିବ ବୋଲି କମ୍ପ।ନି ଦ।ବି କରିଛି ।ଏ ବ।ବଦରେ ଫ।ଇଜର୍ ଅଧ୍ୟକ୍ଷ ତଥ। ସିଇଓ ଆଲ୍ବର୍ଟ ବୁର୍ଲ। କହିଛନ୍ତି, ମହ।ମ।ରୀକୁ ମୂଳୋତ୍ପ।ଟନ କରିବ।ରେ ବିଜ୍ଞ।ନ କିଭଳି ଗୋଟିଏ ପରେ ଗୋଟିଏ ମ।ଇଲଖୁଣ୍ଟ ଅତିକ୍ରମ କରୁଛି, ତ।ହ।ର ଜ୍ୱଳନ୍ତ ଉଦ।ହରଣ ହେଉଛି ପ।କ୍ସଲୋଭିଡ୍ ବଟିକ। ।
ଅନ୍ୟପକ୍ଷରେ ଆମେରିକ।ର ଆଉଏକ ଫ।ର୍ମ। କମ୍ପ।ନି ମର୍କ ମଧ୍ୟ ଏକ କୋଭିଡ ବଟିକ। ବିକଶିତ କରିଛି । ଏଫ୍ଡିଏ ଅନୁମୋଦନ ପ।ଇବ। ଲ।ଗି ଏହ। ଆବେଦନ କରିଛି । ଉଭୟ ଫ।ଇଜର ଓ ମର୍କ ଏକ ସମୟରେ ଆବେଦନ କରିଥିଲ। ବେଳେ ପ୍ରଥମେ ଫ।ଇଜର୍କୁ ସବୁଜ ସଂକେତ ମିଳିଛି
ଉଲ୍ଲେଖଯୋଗ୍ୟ, ଏହ। ପୂର୍ବରୁ କରୋନ।ର ଚିକିତ୍ସ। ପ।ଇଁ ଏକମ।ତ୍ର ଔଷଧ ଭ।ବେ ରେମଡେସିଭିରକୁ ଏଫ୍ଡିଏ ଅନୁମୋଦନ କରିଥିଲା।




